ରାଜଧାନୀରେ ଥମୁନି ଡେଙ୍ଗୁ: କ୍ୟା‌ପିଟାଲ ହସ୍ପିଟାଲରେ ହଜାରେରୁ ଅଧିକ ରୋଗୀ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ମୁହାଁ ହେଲାଣି। ଆଜି ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩୦ରେ ପହଞ୍ଚିଛି। ସେଥିରୁ (ଅଗଷ୍ଟ ୨୧ ତାରିଖ ସୁଦ୍ଧା) କେବଳ କ୍ୟାପିଟାଲ ହସ୍ପିଟାଲ୍‌କୁ ଆସି ଡେଙ୍ଗୁ ପରୀକ୍ଷା କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫ ଛୁଇଁଛି। ପ୍ରତିଦିନ ଶତାଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସି ଡେଙ୍ଗୁ ପରୀକ୍ଷା କରୁଛନ୍ତି ଏବଂ ସେଥିରୁ ଅଧିକାଂଶ … Continue reading ରାଜଧାନୀରେ ଥମୁନି ଡେଙ୍ଗୁ: କ୍ୟା‌ପିଟାଲ ହସ୍ପିଟାଲରେ ହଜାରେରୁ ଅଧିକ ରୋଗୀ